Surprise Castle
Skanda Purana Sankhipta Sara

Skanda Purana Sankhipta Sara - Paperback

$13.99
$14.00
Quantity
01

Pay over time for orders over $35.00 with

Offers & Perks

Earn 13 points with this purchase

Added to your rewards balance after checkout.

100 points welcome bonus

Create an account and start with extra points.

Join now

Availability:In StockContributor:Prof Harekrushna Satapathi, Bijay Kumar PradhanTheme:Chronological Period/Ancient (To 499 A.D.)Publish date:7/1/2022Pages:176

ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ଶ୍ରୀକ୍ଷେତ୍ର ଧାମ ସମ୍ବନ୍ଧେ ସ୍କନ୍ଦ ପୁରାଣ ବୈଷ୍ଣବଖଣ୍ଡ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ (ଉକ୍ରଳ ଖଣ୍ଡ)ରେ ବିସ୍ତାର ଭାବରେ ବର୍ଣ୍ଣିତ ହୋଇଅଛି । ମହର୍ଷି ବେଦବ୍ୟାସଙ୍କ ରଚିତ ଅଷ୍ଟାଦଶ ପୁରାଣ ସମୂହ ମଧ୍ୟରେ ସ୍କନ୍ଦ ପୁରାଣ ହେଉଛି ସବୁଠାରୁ ବିଶାଳକାୟ ପୁରାଣ; ଯେଉଁଥିରେ କି ଭାରତବର୍ଷର ପବିତ୍ର ଓ ପ୍ରାଚୀନ ତୀର୍ଥସ୍ଥଳମାନଙ୍କର ମହିମା ବର୍ଣ୍ଣନା କରାଯାଇଅଛି । ସଂସ୍କୃତ ଭାଷାରେ ବିରଚିତ ୩୮୬୩ ଶ୍ଳୋକ ସମାହିତ ଏହି ମୂଳ ପୁରାଣର ଗଦ୍ୟରୂପ ରଚନା କରିଛନ୍ତି ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପ୍ରଫେସର ହରେକୃଷ୍ଣ ଶତପଥୀ I ଆଶା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟ ଉପରେ ରଚିତ ପ୍ରାଚୀନ ସ୍କନ୍ଦ ପୁରାଣର ସଂକ୍ଷିପ୍ତ ସାର (ଗଦ୍ୟରୂପ), ଓଡ଼ିଶାର ସବୁ ଶ୍ରେଣୀର ପାଠକ ପାଠିକା ମାନଙ୍କର ଶ୍ରଦ୍ଧା ଲାଭ କରିବ ।