Surprise Castle
Pakshyachhaya

Pakshyachhaya - Paperback

$12.99
$14.00
-7%
Quantity
01

Pay over time for orders over $35.00 with

Offers & Perks

Earn 12 points with this purchase

Added to your rewards balance after checkout.

100 points welcome bonus

Create an account and start with extra points.

Join now

Availability:In StockContributor:Binapani PandaTheme:Cultural Region/Asian, Sex & Gender/Feminine, Topical/Women's InterestPublish date:8/4/2021Pages:138

ମୁହୂର୍ତ୍ତରୁ ମନ୍ୱନ୍ତର, ମନ୍ୱନ୍ତରରୁ ମୁହୂର୍ତ୍ତ ।

ବିଂଦୁରୁ ବିସ୍ତୃତି, ବିସ୍ତୃତିରୁ ବିଂଦୁ ।

ଆଁରୁ ଆକାଶ, ଆକାଶରୁ ଆଁ ।

ଉତ୍ତରଣ, ଅବତରଣ, ପ୍ରସାରଣ, ସଂକୋଚନର

ସାତ୍ତ୍ୱିକ ଶୃଙ୍ଗାର କବିତା । ତା' ଦିନଦିନର

ଦିନଲିପିରେ ଅସୁମାରି ଶିଳା, ଶାଳଗ୍ରାମ,

ସମୁଦ୍ର, ସୈକତ, ଅହଲ୍ୟା, ଅବନ୍ତୀକାର

ଆତ୍ମକଥନ । କ୍ରୋଧ, କାରୁଣ୍ୟ, ପ୍ରେମ,

ପ୍ରାର୍ଥନା, ଦେହ, ଦ୍ରୋହ, ବିଶ୍ୱାସ,

ବୈରାଗ୍ୟ, ସମୟ ଓ ସଂଶୟର

ଅନୁତ୍ତରିତ ପ୍ରଶ୍ନଚିହ୍ନ । ସେ କେବେ

ମୌନ, କେବେ ମୁଖର, କେବେ

ଉଦାସୀନ । ଏମିତି ଏକ ଉଦାସ

ଅବଲୋକନର ଆତ୍ମିକ ଅଙ୍କନ

'ପକ୍ଷଛାୟା'। କେଉଁଠି କେତେ

ଛାୟାପାତ କରିବ ଜାଣେନା । ହୁଏତ

ନକରିପାରେ ମଧ୍ୟ । ତଥାପି ବିଶ୍ୱାସ

ଅଛି ଧଳାମେଘ, ସ୍ୱଚ୍ଛ ସରସୀ ଓ

ଆଶ୍ୱିନର ଅକ୍ଷତ ଜହ୍ନ ଉପରେ ।

ସେମାନେ କବିତା ସହ ଅଛନ୍ତି ।

କବିତା ସେମାନଙ୍କ ସହ ଅଛି ।