Surprise Castle
/Books/Self-Help/Relationships & Social Skill/Marriage
Om Shree Shree Prajapataye Namaha

Om Shree Shree Prajapataye Namaha - Paperback

$12.99
$14.00
-7%
Quantity
01

Pay over time for orders over $35.00 with

Offers & Perks

Earn 12 points with this purchase

Added to your rewards balance after checkout.

100 points welcome bonus

Create an account and start with extra points.

Join now
Availability:In StockContributor:Jnanaranjan NayakTheme:Topical/FamilyPublish date:4/18/2022Pages:126
Languages:OriyaPublisher:Black Eagle BooksISBN-13:9781645602651ISBN-10:1645602656UPC:9781645602651Book Category:FictionBook Subcategory:Literary, Family Life, Cultural HeritageBook Topic:Marriage & DivorceSize:8.50 x 5.50 x 0.30 inchesWeight:0.168Product ID:SC3QMQCZ09

କଥାକାର ଜ୍ଞାନରଞ୍ଜନ ନାୟକଙ୍କ ଗଳ୍ପ ତଥା ଉପନ୍ୟାସରେ ଓଡ଼ିଶାର ଗ୍ରାମ୍ୟଜୀବନୀ ଏବଂ ଗ୍ରାମ୍ୟ ସଂସ୍କୃତି ଯେପରି ପରିବେଶିତ ହୋଇଥାଏ, ତାହା ତାଙ୍କୁ ସ୍ୱତଃ ଚଳିତ ସମୟର ଏକ ଭିନ୍ନ ଏବଂ ଜଣେ ବଳିଷ୍ଠ ଲେଖକର ପରିଚୟ ଦେଇଥାଏ । 'ଓଁ ଶ୍ରୀ ଶ୍ରୀ ପ୍ରଜାପତୟେ ନମଃ' ଗ୍ରାମ୍ୟ ଚଳଣି ଏବଂ ସଂସ୍କୃତି ଉପରେ ଆଧାରିତ ସେମିତି ଏକ ପ୍ରତିନିଧି ସ୍ଥାନୀୟ ଉପନ୍ୟାସ ।



Languages:OriyaPublisher:Black Eagle BooksISBN-13:9781645602651ISBN-10:1645602656UPC:9781645602651Book Category:FictionBook Subcategory:Literary, Family Life, Cultural HeritageBook Topic:Marriage & DivorceSize:8.50 x 5.50 x 0.30 inchesWeight:0.168Product ID:SC3QMQCZ09
Nayak, Jnanaranjan: - କଥାକାର ଜ୍ଞାନରଞ୍ଜନ ନାୟକ (୧୯୬୯), ଇଲେକ୍]ଟ୍ରିକାଲ୍ ଇଞ୍ଜିନିୟରିଂରେ ସ୍ନତକୋତ୍ତର (ଏମ୍]ଟେକ୍]) ପରେ ସମ୍ପ୍ରତି ପି.ଏନ୍].ଏସ୍]. ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି, କେନ୍ଦ୍ରାପଡ଼ାର ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ । ଏଥିସହିତ ସେ ଜଣେ ନିୟମିତ ଗଳ୍ପ ତଥା ଉପନ୍ୟାସ ଲେଖକ ଭାବରେ ମଧ୍ୟ ଯଥେଷ୍ଟ ସୁନାମ ହାସଲ କରିଛନ୍ତି । ଇତିପୂର୍ବରୁ ଜ୍ଞାନରଞ୍ଜନଙ୍କର ଗଳ୍ପ ସଂକଳନ 'ମେଘମହ୍ଲାର', 'ଲକ୍ଷ୍ମୀପାଦ' ଓ 'ଧୂଳି'; ଉପନ୍ୟାସିକା 'ଘାସଫୁଲର ଗୀତ'; ଜୀବନୀ 'ବାରିଷ୍ଟର ଗାନ୍ଧୀ' ଆଦି ପୁସ୍ତକ ପ୍ରକାଶ ପାଇ ତାଙ୍କୁ ପାଠକୀୟ ଏବଂ ଆନୁଷ୍ଠାନିକ ସ୍ୱୀକୃତି ଦେବାରେ ସହାୟକ ହୋଇପାରିଛି ।
Publisher: Black Eagle Books

Free shipping on orders over $75. Standard shipping takes 3-7 business days. Returns accepted within 30 days of purchase.