Surprise Castle
Hati Saja Kara

Hati Saja Kara - Paperback

$11.99
$12.00
Quantity
01

Pay over time for orders over $35.00 with

Offers & Perks

Earn 11 points with this purchase

Added to your rewards balance after checkout.

100 points welcome bonus

Create an account and start with extra points.

Join now
Availability:In StockContributor:Devdas ChhotrayTheme:Cultural Region/Asian, Topical/FamilyPublish date:7/12/2021Pages:134
Languages:OriyaPublisher:Black Eagle BooksISBN-13:9781645602019ISBN-10:164560201XUPC:9781645602019Book Category:PoetryBook Subcategory:Subjects & Themes, AsianBook Topic:FamilySize:8.50 x 5.50 x 0.31 inchesWeight:0.177Product ID:SCP0YCX77T

କାହାଣୀ ଆଉ ଗୀତ ଭିତରର ଦିଆନିଆ ମତେ ଅକ୍ଷୟ ମହାନ୍ତି ଶିଖାଇଥିଲେ । ଆଠ ଲାଇନ୍] ଭିତରେ ଗୋଟିଏ ସମ୍ପୂର୍ଣ୍ଣ ଗପ କହିବାର ଗଣିତ ମଧ୍ୟ ସେ ହିଁ ଶିଖାଇଥିଲେ । ପ୍ରତିଟି ଗୀତ ଯେ କେବଳ ଋତୁ ଅବା ସୌନ୍ଦର୍ଯ୍ୟର ବର୍ଣ୍ଣନା ନୁହେଁ, ତା'ପଛରେ ଥିବା ଗୋଟିଏ ଆହତ ବା ଅଭିଭୁତ ଚରିତ୍ରର ସଂଳାପ, ଆଉ ସେ ସଂଳାପର ନିଷ୍ଠା, କହିବାର ଅଲଗା ଢଙ୍ଗ ଯେ ତାକୁ ଆଧୁନିକ କରେ, ଏକଥା ବି ସେ'ଠୁ ଶିଖିଛି । ସେ ମୋତେ କହୁଥିଲେ 'ଦେବଦାସ, ମୋ ଗୀତ ସବୁକୁ ତାରିଖ ଅନୁସାରେ ସଜେଇ ଦିଅ, ତା ମୋର ଆତ୍ମଜୀବନୀ ହୋଇଯିବ । ମୁଁ ସଙ୍କୋଚ କରି, ତାଙ୍କ ଆଢ଼ୁଆଳରେ, ମୋ ଲେଖା ସବୁକୁ ସେମିତି ସଜେଇ ଦେଖିଲି ଯେ କଥାଟା ମୋ ପାଇଁ ବି ସତ । ସେ ମତେ ଲୋର୍]କା, ଗାଲିବ୍], ଆଉ ଡିଲାନ୍] ଟମାସ୍] ପଢ଼ାଇ ବୁଝାଇଥିଲେ ଯେ ଗୀତ ଆଉ କବିତା ଭିତରେ କୌଣସି ଗୁଣଗତ ଫରକ ନାହିଁ । ଆଉ ଗୁଲ୍]ଜାର୍] 'ଇଜାଜତ୍]' ଫିଲ୍ମ ପାଇଁ 'ମେରେ କୁଛ୍] ସାମାନ୍]' ଲେଖିବାର ବହୁ ପୂର୍ବରୁ ସେ ମୋଠୁ ଲେଖାଇଥିଲେ ଅଦ୍ଭୁତ ଛନ୍ଦର କେତେ ଗଦ୍ୟ ଗୀତ । ବୋଉର ଭାଷା ଓ ଅକ୍ଷୟ ମହାନ୍ତିଙ୍କ ଢଙ୍ଗର ସମ୍ମିଶ୍ରଣରେ ତିଆରି ହୋଇଥିବା 'ହାତୀ ସଜକର' ଏକା ସାଙ୍ଗରେ ଗୀତର ବହି, ଆଉ କବିତାର ବହି ବି ।



Languages:OriyaPublisher:Black Eagle BooksISBN-13:9781645602019ISBN-10:164560201XUPC:9781645602019Book Category:PoetryBook Subcategory:Subjects & Themes, AsianBook Topic:FamilySize:8.50 x 5.50 x 0.31 inchesWeight:0.177Product ID:SCP0YCX77T
Chhotray, Devdas: - Devdas Chhotray, born on 25 November 1946, is a poet, and also a writer of short stories, screenplays and film lyrics. Educated at Ravenshaw College, Cuttack and Cornnel University in the USA, he is a member of the Indian Administrative Service, and also the first Vice Chancellor of the Ravenshaw University. His sustained association with film societies and film schools such as the 'Celluloid Chapter' in Jamshedpur, and the Film and Television Institute of India in Pune is evident. Apart from his debut 'Nila Saraswati'(1984), his other poetry anthologies comprise, 'Mallika'(2014), 'Hati Saja Kara'(2008), 'Dekhichi Dekhini'(2016) and 'Deergha Swasha'(2018). The trans-creations of his 'Mallika' poems by the eminent Odia painter Prafulla Mohanty has been published as 'Longing'(2004) in London. His short story collections 'Laal Macha'(1989), 'Ramaku Maribara Panchati Upaya'(2015) and a novella 'Chumbana'(2014), written in the backdrop of Ravenshaw College have earned critical acclaim. An anthology of his poems in Hindi translation 'Ret ki Sidhi' was published in Delhi in 2004. Devdas Chhotray Currently lives in Cuttack and Delhi.
Publisher: Black Eagle Books

Contributor(s)

Devdas Chhotray

Free shipping on orders over $75. Standard shipping takes 3-7 business days. Returns accepted within 30 days of purchase.