Surprise Castle
Bharatiya Janata Party: Biswara Sarba Bruhat Rajanaitika Dalara Gouraba Gatha

Bharatiya Janata Party: Biswara Sarba Bruhat Rajanaitika Dalara Gouraba Gatha - Paperback

$18.99
$20.00
-5%
Quantity
01

Pay over time for orders over $35.00 with

Offers & Perks

Earn 18 points with this purchase

Added to your rewards balance after checkout.

100 points welcome bonus

Create an account and start with extra points.

Join now
Availability:In StockContributor:Shantanu Gupta, Nabajyoti RayTheme:Cultural Region/Asian, Cultural Region/IndianPublish date:12/10/2020Pages:462
Languages:OriyaPublisher:Black Eagle BooksISBN-13:9781645601364ISBN-10:1645601366UPC:9781645601364Book Category:History, Political ScienceBook Subcategory:Asia, Political Process, Social HistoryBook Topic:South, Political PartiesSize:8.50 x 5.50 x 1.03 inchesWeight:0.581Product ID:SCTCWMEMK9

11 ଅଶୋକ ରୋଡ୍ ସ୍ଥିତ ଭାରତୀୟ ଜନତା ପାର୍ଟିର ପୁରାତନ କାର୍ଯ୍ୟାଳୟରେ ଏକ ଡିଜିଟାଲ୍ କାଉଣ୍ଟର ଟିକ୍ ଟିକ୍ କରୁଥିଲା। ଦଳୀୟ କର୍ମୀ,କାର୍ଯ୍ୟାଳୟ ସହାୟକ ଆଦି ସମସ୍ତଙ୍କ ନଜର ଡିଜିଟାଲ ପର୍ଦ୍ଦା ଉପରେ ଥିଲା। ଭାରତୀୟ ଜନତା ପାର୍ଟିର ସଭ୍ୟ ସଂଗ୍ରହ କାର୍ଯ୍ୟ ଅନ୍ତର୍ଗତ 'ନୂଆ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଦ୍ବାରା ପଞ୍ଜୀକୃତ ହୋଇଥିବା ସଦସ୍ୟମାନଙ୍କ ସଂଖ୍ୟା ଏହି ପର୍ଦ୍ଦା ଉପରେ ପ୍ରଦର୍ଶିତ ହେଉଥିଲା। ଦଳର ଜାତୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା ସେଦିନ ଦଳୀୟ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ଯେତେବେଳେ ଶ୍ରୀ ଶାହ ଡିଜିଟାଲ କାଉଣ୍ଟର ଦେଖିବାକୁ ଆସିଲେ, ସେତେବେଳେ ତାଙ୍କ ଆଖିରେ ବାଳକ ସୁଲଭ ଆଗ୍ରହ ଥିଲା। ସୌଭାଗ୍ଯବଶତଃ ମୁଁ ସେ ମୁହୂର୍ତ୍ତର ସାକ୍ଷୀ ଥିଲି। ଡିଜିଟାଲ କାଉଣ୍ଟର ନିର୍ଦ୍ଧାରିତ ଲକ୍ଷ୍ୟରେ ପହଞ୍ଚିବା କ୍ଷଣି ପୁରା କାର୍ଯ୍ୟାଳୟରେ ଉଲ୍ଲାସର ଗୁଞ୍ଜରଣ ଶୁଭିଲା। ଜଣେ କଠୋର କାର୍ଯ୍ୟପାଳକ ଭାବେ ଜଣାଶୁଣା ଉଲ୍ଲସିତ ଦଳୀୟ ଅଧ୍ୟକ୍ଷ ମଧ୍ୟ ନିଜ ଖୁସିକୁ ଲୁଚାଇ ପାରିଲେ ନାହିଁ। ଏହି ଉଚ୍ଚାଭିଳାଷୀ ସଦସ୍ୟତା ସଂଗ୍ରହ ଅଭିଯାନ ତାଙ୍କ ଚିନ୍ତା ପ୍ରସୂତ ଥିଲା ।ତାଙ୍କ ବିଚାରରେ ବିଜେପିର ନୂତନ ଭାବେ ହାସଲ ପ୍ରତିଷ୍ଠାକୁ ଏକୀଭୂତ କରିବାକୁ ସକ୍ରିୟ ସଦସ୍ୟମାନେ ହିଁ ଆଧାର ସଦୃଶ ଥିଲେ। ପରଦିନ ପ୍ରତ୍ୟେକ ପ୍ରମୁଖ ସମ୍ବାଦ ପତ୍ର ' ବିଜେପି ବିଶ୍ୱର ସର୍ବ ବୃହତ୍ ରାଜନୈତିକ ଦଳ ହେଲା ' ଶୀର୍ଷକରେ ମୁଖ୍ୟ ସ&#

Languages:OriyaPublisher:Black Eagle BooksISBN-13:9781645601364ISBN-10:1645601366UPC:9781645601364Book Category:History, Political ScienceBook Subcategory:Asia, Political Process, Social HistoryBook Topic:South, Political PartiesSize:8.50 x 5.50 x 1.03 inchesWeight:0.581Product ID:SCTCWMEMK9
Gupta, Shantanu: - ଏ ପୁସ୍ତକର ରଚୟିତା ଶ୍ରୀ ଶାନ୍ତନୁ ଗୁପ୍ତା ଏକାଧାରରେ ଜଣେ ଲେଖକ, ଟେଡେକ୍ସ ବକ୍ତା, ଟିଭି ବିତର୍କର ଅଂଶଗ୍ରହଣକାରୀ ଏବଂ ରାମାୟଣ ବିଦ୍ୟାଳୟର ପ୍ରତିଷ୍ଠାତା। ଜାମସେଦପୁର ଏକ୍ସଏଲଆରଆଇରୁ ମ୍ୟାନେଜମେଣ୍ଟ ଶିକ୍ଷାପ୍ରାପ୍ତ ଶାନ୍ତନୁ ଇଂଲାଣ୍ଡର ସସେକ୍ସ ବିଶ୍ୱବିଦ୍ୟାଳୟର ଆଇଡିଏସରୁ ପ୍ରଶାସନ ଓ ଜନନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଲେଖକ ଶାନ୍ତନୁଙ୍କର ଛଅ ଗୋଟି ପୁସ୍ତକ ମର୍ଯାଦାଜନକ ପ୍ରକାଶନ ସଂସ୍ଥା ସେଜ୍, ବ୍ଲୁମସବରୀ ଏବଂ ରୂପା ପ୍ରକାଶନ ଦ୍ୱାରା ପ୍ରକାଶିତ। ଏହି ଲେଖକ ଭାରତର ମୁଖ୍ୟ ଟିଭି ଚ୍ୟାନେଲ ଗୁଡିକ ଦ୍ୱାରା ଆୟୋଜିତ ପ୍ରାୟ ଏକ ହଜାରରୁ ଅଧିକ ବିତର୍କରେ ଅଂଶଗ୍ରହଣ କରିଛନ୍ତି । ଲେଖକଙ୍କ ଦ୍ବାରା ଲିଖିତ " ଦି ମଙ୍କ୍ ହୁ ବିକେମ ଚିଫ୍ ମିନିଷ୍ଟର୍ " ନାମରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ଯନାଥଙ୍କ ଜୀବନୀ ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ ହେଇସାରିଛି ଏବଂ ଏହି ପୁସ୍ତକଟି ବେଷ୍ଟ ସେଲର ପ୍ରମାଣିତ ହୋଇଛି। ଶାନ୍ତନୁଙ୍କ ପୁସ୍ତକ ବିଜେପି ( ବିଜେପି-ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ)ଇଣ୍ଡୋନେଶିଆର ଇସଲାମିକ୍ ବିଶ୍ୱ ବିଦ୍ୟାଳୟର ପାଠ୍ୟକ୍ରମରେ ସ୍ଥାନିତ ହୋଇଛି। ଲେଖକ ଶାନ୍ତନୁ ଜର୍ମାନୀ, ଶ୍ରୀଲଙ୍କା ଏବଂ ମାଲେସିଆେ ଠାରେ ବହୁବାର ନୀତି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ଵ କରିଛନ୍ତି
Publisher: Black Eagle Books

Free shipping on orders over $75. Standard shipping takes 3-7 business days. Eligible items may be returned within 30 days of delivery. Conditions apply.